Aseema Panda Dance Video: ଷ୍ଟେଜରେ ନାଚିକି ଧୂଳି ଉଡ଼ାଇଲେ ଗାୟିକା ଅସୀମା, ଦେଖନ୍ତୁ ଭିଡିଓ

ରଶ୍ମିତା ସାହୁ Sun, 08 Oct 2023-1:39 pm,

କେବଳ ଗୀତରେ ନୁହେଁ ଡ୍ୟାନ୍ସରେ ବି ନିଜର ପରାକାଷ୍ଠା ଦେଖାଇଛନ୍ତି ଗାୟିକା ଅସୀମା ପଣ୍ଡା । ଏକ ଷ୍ଟେଜ ସୋରେ ଅସୀମା ନିଜ ଗୀତରେ ନିଜେ ଠୁମକା ଲଗାଇଛନ୍ତି । ଏହି ଭିଡିଓ ସେ ନିଜେ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link