Ghost Viral Video: ୟୁପି ମେଡିକାଲ ପୋଷ୍ଟମର୍ଟମ ରୁମରେ ଭୂତ, ଭିଡିଏ ନଦେଖିଲେ କରିପାରିବେନି ବିଶ୍ୱାସ

ରଶ୍ମିତା ସାହୁ Sun, 03 Sep 2023-3:48 pm,

ସତରେ ଦୁନିଆରେ ଭୂତ ଅଛନ୍ତି ନା ନାହିଁ ଏ ପ୍ରଶ୍ନ ସମସ୍ତଙ୍କ ମନରେ ରହିଥାଏ। ତେବେ ଏହି ଭିଡିଓଟି ଦେଖିଲେ ଆପଣ ବି କରିବେ ବିଶ୍ୱାସ।ଏହି ଭିଡିଓ ଟି ହେଉଛି ଉତ୍ତର ପ୍ରଦେଶ ବରେଲି ଅଞ୍ଚଳର । ଏକ ମେଡିକାଲର ପୋଷ୍ଟମର୍ଟମ ରୁମ ପାଖରେ ଥିବା ବାଉଁଶ ସିଢି କେମିତି ମଣିଷ ପରି ଚାଲୁଛି ସେହି ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ଏବଂ ଏହି ଶିଢି ଚାଲୁଥିବାର ଠକ୍ ଠକ୍ ଶବ୍ଦ ପୂରା ଶୁଭୁଛି। ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link