Video: ମହାପ୍ରଭୁଙ୍କ ଦିବ୍ୟ ଦର୍ଶନରୁ ଆରମ୍ଭ କରନ୍ତୁ ଦିନ

ସୌଭାଗ୍ୟ ରଞ୍ଜନ ମିଶ୍ର Thu, 16 Nov 2023-6:05 am,

Video: କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ । ପ୍ରତିଟି ଓଡ଼ିଆଙ୍କ ପାଇଁ ସେ ହେଉଛନ୍ତି ବଡ଼ ଠାକୁର । କେବଳ ଓଡ଼ିଶା ନୁହେଁ ଦେଶର ପ୍ରତିଟି କୋଣ ଅନୁକୋଣରୁ ମହାପ୍ରଭୁଙ୍କ ଦର୍ଶନ ଟିକକ ପାଇଁ ପ୍ରତିଦିନ ଛୁଟି ଆସନ୍ତି ଲକ୍ଷ ଲକ୍ଷ ଭକ୍ତ । କାରଣ ସେ ହେଉଛନ୍ତି ଭାବ ଓ ଭକ୍ତିର କାଳିଆ ଠାକୁର । ଭକ୍ତଙ୍କ ମନରେ ବିଶ୍ୱାସ ରହିଛି ଯେ, ଶ୍ରୀକ୍ଷେତ୍ରରେ ଥରୁଟିଏ ମହାପ୍ରଭୁଙ୍କ ଦର୍ଶନ କରିଦେଲେ ଜୀବନ ହୋଇଯାଏ ଧନ୍ୟ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link