Odisha News: ଧାମନଗର ଭଣ୍ଡାରିପୋଖରୀ ସୀମାରେ ଦୋକାନ ଗୃହ ଓ ଘର ନିର୍ମାଣକୁ ବିରୋଧ କରି ଅଭିଯୋଗ ହୋଇଥଲା ଆଜି ସରକାରୀ ଜମିରେ ଉଛେଦ କରାଯାଇଛି, ଉଛେଦ ବେଳେ ତହସିଲଦାରଙ୍କୁ ଘେରିଲେ ଗ୍ରାମବାସୀ। ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର କିଛି ବେକ୍ତି ଭଣ୍ଡାରିପୋଖରୀ କୁରିଗାଁ ପଞ୍ଚାୟତ ଷଠଗାଁ ମୌଜା ରେ ଦୀର୍ଘଦିନ ଧରି ବିଭିନ୍ନ ଦୋକାନ କରି ସରକାରୀ ଜମିରେ ଜବରଦଖଲ କରିଥିବା ବେଳେ ଆଜି ଭଣ୍ଡାରିପୋଖରୀ ତହସିଲ ପକ୍ଷରୁ ଉଛେଦ କରାଯାଇଛି।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.