Video: କାରରେ ସିଟ୍ ବେଲ୍ଟ ବାନ୍ଧିବାର ଲାଭ ଦେଖନ୍ତୁ ଏହି ଭିଡିଓରେ

ସୌଭାଗ୍ୟ ରଞ୍ଜନ ମିଶ୍ର Wed, 06 Sep 2023-10:56 pm,

Video: ପ୍ରତିଦିନ ଅନେକ ସ୍ଥାନରେ ଦୁର୍ଘଟଣା ଘଟିବାର ଖବର ଆସୁଛି । ସଡ଼କ ସୁରକ୍ଷା ନିୟମକୁ ପାଳନ ନକରି ଅନେକ ଜୀବନ ଅକାରଣରେ ଚାଲିଯାଉଛି । ଆଉ ଯିଏ ସଡ଼କ ସୁରକ୍ଷା ତଥା ଟ୍ରାଫିକ୍ ନିୟମ ମାନୁଛି ସେ ସୁରକ୍ଷିତ ଭାବରେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଉଛି । ବର୍ତ୍ତମାନ ସେପରି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଜଣେ ବ୍ୟକ୍ତି କିପରି ସିଟ୍ ବେଲ୍ଟ ବାନ୍ଧିଥିବା କାରଣରୁ ଦୁର୍ଘଟଣାରୁ ରକ୍ଷା ପାଉଛନ୍ତି ଦେଖନ୍ତୁ ଏହି ଭିଡିଓରେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link