BBSR Aiims: ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣା, ଭୁବନେଶ୍ୱର ଏମସର ଓପିଡି ୨୪ ଘଣ୍ଟା ପାଇଁ ବନ୍ଦ

Rashmita Sahoo Aug 17, 2024, 14:00 PM IST

ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତରୀ ପିଜି ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣାରେ ଆଜି ସକାଳ ୬ଟାରୁ ଆସନ୍ତାକାଲି ରବିବାର ସକାଳ ୬ଟା ଯାଏଁ ଓପିଡି ବନ୍ଦ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link