Viral Video: ସାପ ସହ କାର ଚଲାଉଥିଲେ ବ୍ୟକ୍ତି, ହଟାତ୍ ଫଣା ଟେକି ଉଠିଲା, ଆଉ ତା`ପରେ...

Jagdish Barik Mon, 25 Sep 2023-10:51 pm,

Snake slithers on car Video: ସୋସିଆଲ ମିଡିଆରେଏକ ସାପର ଏକ ଭିଡିଓ ଜୋରଦାର ଭାଇରାଲ ହେଉଛି । ଏହି ଭାଇରାଲ୍ ଭିଡିଓରେ, ଆପଣ ଦେଖିପାରିବେ ଯେ ଏହି ସାପଟି କାର ଭିତରେ କିପରି ଫଣାଟେକି ରହିଛି । ସାପର ଏହି ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି, ଆପଣ ମଧ୍ୟ ଦେଖନ୍ତୁ ଏହି ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link