Soumya VS Pandian: `ହେଲିକପ୍ଟରରେ ଜିଲ୍ଲା ୱାରୀ ଗସ୍ତ କରି ପାଣ୍ଡିଆନ ଖର୍ଚ୍ଚ କଲେଣି ୩୦୦ କୋଟି `

ରଶ୍ମିତା ସାହୁ Fri, 18 Aug 2023-9:46 pm,

ଆଗକୁ ବିଜେଡିରେ ଦେଖାଦେବ କମ୍ପନ...ଏକଥା ଆମେ ନୁହେଁ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଲେଖା କହୁଛି...ଜନ୍ମଦିନର ଅନୁଚିନ୍ତା ଶୀର୍ଷକ ଲେଖାରେ ସୌମ୍ୟ ସିଧା ସଳଖ ଟାର୍ଗେଟ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନଙ୍କୁ । 5T ବନାମ ଫାଇଭ 'ମ' ଲେଖି କଟାକ୍ଷ କରିଛନ୍ତି। ମନ୍ତ୍ରୀ ବଡ଼ କି ସଚିବ ବଡ଼ ନେଇ ପୂର୍ବରୁ ଉଠାଇଥିବା ପ୍ରସଙ୍ଗକୁ ପୁଣି ଅବତାରଣା କରିଛନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ...କେବଳ ଏତିକି ନୁହେଁ ଜିଲ୍ଲା ୱାରୀ ଗସ୍ତରେ 5T ସଚିବ ୩ ଶହ କୋଟି ଖର୍ଚ୍ଚ କଲେଣି ବୋଲି ସେ ଆକଳନ କରିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link