Video: ଥାନାରେ ଉତ୍ପାତ କରୁଥିଲେ ସାବଧାନ! ବଡି କ୍ୟାମେରା ପିନ୍ଧିବେ ପୋଲିସ କର୍ମଚାରୀ, ରେକର୍ଡ ହେବ ସମସ୍ତ ଦୃଶ୍ୟ

Jagdish Barik Sun, 27 Oct 2024-9:29 pm,

Body Cameras For Police Officers: ଭୁବନେଶ୍ୱର-କଟକର ସବୁ ଥାନାର ରିସେପସନ୍ ଦାୟିତ୍ବରେ ଥିବା ପୋଲିସ କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା। କ୍ୟାମେରାରେ ଥିବା ସ୍ବତନ୍ତ୍ର ବଟନ ଚିପିଲେ ରେକର୍ଡ ସମସ୍ତ ଦୃଶ୍ୟକୁ ଫୋନ୍ ମାଧ୍ୟମରେ ଦେଖି ପାରିବେ ସିପି ଓ ଡିସିପି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link