Urfi Javed: ଅଜବ ଢଙ୍ଗରେ ନଜର ଆସିଲେ ଊର୍ଫି, ଭିଡିଓ ଭାଇରାଲ

Prabhudatta Moharana Fri, 06 Sep 2024-10:00 am,

ବଲିଉଡ଼ ମଡେଲ ତଥା ଅଭିନେତ୍ରୀ ଉର୍ଫି ଜାବେଦ ପୁଣି ଥରେ ନଜର ଆସିଛନ୍ତି। ତାଙ୍କର ପରିଧାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥିବା ଉର୍ଫି ପୁଣି ଥରେ ଅଜବ ଢଙ୍ଗରେ ନଜର ଆସିଛନ୍ତି। ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇାଲ ହେବାରେ ଲାଗିଛି। ଦେଖନ୍ତୁ ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link