ITI Student: ଅଦରକାରୀ ଲୁହାରେ ଦଶବତାର ପ୍ରତିମୂର୍ତ୍ତି ନିର୍ମାଣ କଲେ ବ୍ରହ୍ମପୁର ITI ଛାତ୍ର

ରଶ୍ମିତା ସାହୁ Mon, 18 Sep 2023-12:26 pm,

ବିଶ୍ୱ ନିର୍ମାଣ କର୍ତ୍ତା ବିଶ୍ଵକର୍ମା ଙ୍କ ପୁଜା ଉତ୍ସବ ରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବ୍ରହ୍ମପୁର ଶିଳ୍ପ ତାଲିମ ପ୍ରତିଷ୍ଠାନ ପକ୍ଷରୁ ସ୍ବତନ୍ତ୍ର ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଅନୁଷ୍ଠାନ ର ଛାତ୍ରମାନେ ବିଷ୍ଣୁଙ୍କ ଦଶବତାର ପ୍ରତିମୂର୍ତ୍ତି ନିର୍ମାଣ କରି ନିଖୁଣ କାରିଗରୀ ପ୍ରତିପାଦନ କରିଛନ୍ତି। ଏ ସମ୍ପର୍କରେ ବ୍ରହ୍ମପୁର ଆଇଟିଆଇ କ୍ୟାମ୍ପସ ପରିସରରେ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ପ୍ରେମାନନ୍ଦ ପୁଜାରୀ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link