VIDEO: ମିଠା ଖୁଆଇବାକୁ ନେଇ ବର-କନିଆଁ ମଧ୍ୟରେ ମାଡପିଟ୍; ମଣ୍ଡପ ହୋଇଗଲା ରଣକ୍ଷେତ୍ର

Jagdish Barik Thu, 20 Apr 2023-9:10 pm,

Bride Groom Video: ଏହି ଭିଡିଓ ଟ୍ୱିଟରରେ @MehdiShadan ନାମକ ଏକ ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଛି । ଖବର ଲେଖିବା ପର୍ଯ୍ୟନ୍ତ ୧.୬୭ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ଦେଖି ସାରିଛନ୍ତି । ମିଠା ଖୁଆଇବାକୁ ନେଇ ବର-କନିଆଁ ମଧ୍ୟରେ ମାଡପିଟ୍ ହେଉଥିବାର ଏହି ଭିଡିଓରେ ଜୋରଦାର ଭାଇରଲ ହେଉଛି । ଦେଖନ୍ତୁ ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link