ରାସ୍ତା ଉପରେ ହୁ ହୁ ହୋଇ ଜଳିଗଲା ଯାତ୍ରୀ ଭର୍ତ୍ତି ବସ। ଦେଖନ୍ତୁ ଭିଡିଓ...
ଦିଲ୍ଲୀର ଜଗତପୁରୀ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ଯାତ୍ରୀ ଭର୍ତ୍ତି ଏକ ବସରେ ନିଆଁ ଲାଗିଯାଇଥିଲା। ତେବେ ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଯାତ୍ରୀମାନଙ୍କ ଜୀବନ ରକ୍ଷା ହୋଇ ପାରିଛି। ଦେଖନ୍ତୁ ଭିଡିଓ...