Srimandira: ଷ୍ଟ୍ରେଚରରେ ଆସି ଜଗା ଦର୍ଶନ କଲେ କର୍କଟ ରୋଗୀ, ଦେଖନ୍ତୁ ଏହି ହୃଦୟସ୍ପର୍ଶୀ ଭିଡିଓ

ପ୍ରିୟମ୍ବଦା ରଣା Thu, 17 Oct 2024-2:16 pm,

Srimandira: ପରିବାର ସହ ଏକ ଷ୍ଟ୍ରେଚରରେ ଆସି ପୁରୀ ଶ୍ରୀମନ୍ଦିର ବାହାରୁ ଜଗା ଦର୍ଶନ କଲେ ଜଣେ କର୍କଟ ରୋଗୀ। ଜୀବନ ମରଣ ସହ ସଙ୍ଘର୍ସ କରୁଥିବା କର୍କଟ ରୋଗରେ ପିଡିତ ଜଣେ ବୃଦ୍ଧ ମହାପ୍ରଭୁଙ୍କ ଶରଣ ପଶିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link