Viral Video: ରାସ୍ତାରେ ଉପରେ ଚାଲିଲା ଜଳନ୍ତା କାର୍, ଏପରି ଜୀବନ ବଞ୍ଚାଇଲେ ଡ୍ରାଇଭର୍

Jagdish Barik Sun, 13 Oct 2024-3:53 pm,

Jaipur Car Viral Video: କାର ଜଳିବାର ଭିଡିଓ ସୋସିଆଲ ମିଡିଆରେ ପ୍ରାୟତଃ ଭାଇରାଲ ହୁଏ। ତେବେ ଜୟପୁରରେ ଏକ ଚଳନ୍ତା କାରରେ ନିଆଁ ଲାଗିଯାଇଥିଲା। କେବଳ ଏତିକି ନୁହେଁ ନିଆଁ ଲାଗିବା ମଧ୍ୟରେ କାରଟି ରାସ୍ତାରେ ଚାଲୁଥିଲା। ସୌଭାଗ୍ୟବଶତଃ ଡ୍ରାଇଭର ନିଜ ଜୀବନ ରକ୍ଷା କରିବାରେ ସଫଳ ହୋଇଥିଲା। ଡ୍ରାଇଭର ହ୍ୟାଣ୍ଡ ବ୍ରେକ ଟାଣି କାରରୁ ଡେଇଁ ନିଜ ଜୀବନ ରକ୍ଷା କରିଥିଲା। ଦେଖନ୍ତୁ ଏହି ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link