Shocking video: ପ୍ରଥମେ ୨ ବାଇକ୍ ଆରୋହୀଙ୍କୁ ଧକ୍କା ଦେଲା କାର, ଏହାପରେ ୩ କିଲୋମିଟର ପର୍ଯ୍ୟନ୍ତ ଘୋଷାଡିଲା, ଭିଡିଓ ଭାଇରାଲ୍

ଜୀ ଓଡ଼ିଶା ଡେସ୍କ Fri, 18 Aug 2023-10:58 pm,

Shocking Video: ମହାରାଷ୍ଟ୍ରର ନାଗପୁରରୁ ଆଶ୍ଚର୍ଯ୍ୟଜନକ ଭଡିଓ ସାମ୍ନାକୁ ଆସିଛି । ଏଠାରେ ଏକ ଦ୍ରୁତ ଗତିରେ ଅନିୟନ୍ତ୍ରିତ କାର ଦୁଇ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା ଓ ଏହା ପରେ ବାଇକକୁ ୩ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଏହି ଘଟଣା ନାଗପୁରର ରାଜୀବ ନାଗର ଅଞ୍ଚଳର ଘଟିଥିଲା, ଯେଉଁଠାରେ ଦୁଇଜଣ ଯୁବକ ବାଇକରେ ଯାଉଥିଲେ, ଯେତେବେଳେ କାର ଡ୍ରାଇଭର ଏହି ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା ସେହି ସମୟରେ ଉଭୟ ଯୁବକ ଗୁରୁତର ଆହତ ହୋଇଥିଲେ । ଅନ୍ୟପକ୍ଷରେ ନାଗପୁର ପୋଲିସ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଖୋଜୁଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link