Car Falls Into Waterfall: ଦେଖୁ ଦେଖୁ ପାଣିରେ ଗଳିପଡିଲା କାର୍, ଭାଇରାଲ ହେଉଛି ଛାତିଥରା ଭିଡିଓ

Mon, 07 Aug 2023-7:26 pm,

ଭାଇରାଲ ହେଉଛି ଏହି ଭୟଙ୍କର ଭିଡିଓ । ଦେଖୁ ଦେଖୁ ଆଖି ସାମ୍ନାରେ କାର୍ ଗୋଟେ ଲେକ୍ କୁ ଖସିପଡୁଛି । କାର୍ ଭିତରୁ ଶୁଭୁଛି ବିକଟାଳ ଚିତ୍କାର। ଦେଖୁ ଦେଖୁ ପାଣି ଭିତରେ କାର୍ ଖସିପଡିଥିଲା । ଯାହା ଫଳରେ ସେଥିରେ ଥିବା ଲୋକମାନେ ଚିତ୍କାର କରି ବାହାରକୁ ଆସିବାକୁ ଚେଷ୍ଟା କରୁଥିଲେ। ଏତିକି ବେଳେ ଜଣେ ଯୁବକ ତୁରନ୍ତ ପାଣି ଭିତରକୁ ଡେଇଁପଡ଼ି ତାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ। ଏହାର ଏକ ଭାଇରାଲ ଭିଡିଓ ମୋବାଇଲ ଠାରୁ ମୋବାଇଲକୁ ଘୁରି ବୁଲୁଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link