Tillu Tajpuriya Murder: ଟିଲୁ ତାଜପୁରିଆକୁ ତିହାର ଜେଲ ଭିତରେ ଅତି ନିର୍ମମ ଭାବେ ହତ୍ୟା; ସିସିଟିଭି ଭିଡିଓ ଭାଇରଲ

Jagdish Barik Thu, 04 May 2023-8:45 pm,

Tillu Tajpuriya Murder Video: ତିହାର ଜେଲ ଭିତରେ ଅପରାଧୀ ଟିଲୁ ତାଜପୁରିଆକୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ସିସିଟିଭି ଭିଡିଓ ଭାଇରଲ ହେଉଛି । ଦୁର୍ବଳ ହୃଦୟ ଲୋକ ଏହାକୁ ଦେଖିବା ଉଚିତ୍ ନୁହେଁ । ଏହି ଭଡ଼ିଓରୁ ଜଣାପଡେ ବର୍ତ୍ତମାନ ଜେଲ ମଧ୍ୟ ସୁରକ୍ଷିତ ନୁହେଁ । ଏହି ଜେଲରେ ସତେନ୍ଦ୍ର ଜୌନ ଓ ମନୀଷ ସିସୋଦିଆ ମଧ୍ୟ ରହିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link