Cctv Viral video: ବସନ୍ତ ସାହୁଙ୍କୁ ହତ୍ୟା ପୂର୍ବରୁ ଏପରି ମାଡ଼ ମାରିଥିଲା ଅଜିତ୍, ଦେଖନ୍ତୁ ଏହି ସିସିଟିଭି ଭିଡିଓ...

ପ୍ରିୟମ୍ବଦା ରଣା Tue, 26 Sep 2023-1:03 pm,

Cctv Viral video: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ବୋହୁ ଚର୍ଚ୍ଚିତ ମେଡ଼ିକାଲ କର୍ମଚାରୀ ବସନ୍ତ ସାହୁ ହତ୍ୟା ଅଭିଯୋଗ ମାମଲା ଏବେ ନୁଆ ମୋଡ ନେଇଛି । ପରିବାର ଲୋକ ଅଭିଯୋଗ ଅନୁଯାୟୀ ମୃତ୍ୟୁ ପୁର୍ବରୁ ବସନ୍ତକୁ ମୁଖ ଆସାମୀ କୁହା ଯାଉଥିବା ଅଜିତ ସାହୁ ଓ ତାର ସହଯୋଗୀ କିପରି ମାଡ ମାରୁଛନ୍ତି ତାର ସିସିଟିଭି ଭିଜୁଆଲ ଏବେ ଜୀ ଓଡିଶା ହାତରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link