Dharmendra Pradhan: ରାଜ୍ୟ ଓ ଦେଶର ମଙ୍ଗଳ ମନାସି ମା`ସମଲେଇଙ୍କ ଆଶିଷ ଲାଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରଶ୍ମିତା ସାହୁ Mon, 23 Oct 2023-2:39 pm,

ସମ୍ବଲପୁର ଗସ୍ତ ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ସକାଳୁ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ଙ୍କର ଦର୍ଶନ ଲାଭ କରି ଆଶୀର୍ବାଦ ନେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ଓ ଦେଶ ର ମଙ୍ଗଳ ମନାସି ମା ଙ୍କୁ ପ୍ରାର୍ଥନା କରିଥିବା ସେ କହିଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link