Dhanashree Dance Video: ଚହଲଙ୍କ ପତ୍ନୀ ଧନଶ୍ରୀ କଲେ ଖତରନାକ ଡ୍ୟାନ୍ସ,ରିଆକ୍ସନ ନ ଦେଇ ରହିପାରିଲେନି ନେହା କକ୍କର, ଦେଖନ୍ତୁ ଭିଡିଓ

Jagdish Barik Wed, 25 Oct 2023-10:35 pm,

Dhanashree Verma Dance Video: ୟୁଜବେନ୍ଦ୍ର ଚହଲଙ୍କ ପତ୍ନୀ ଧନଶ୍ରୀଙ୍କ ଡ୍ୟାନ୍ସ ସବୁବେଳେ ଭାଇରାଲ ହୋଇଥାଏ । ବର୍ତ୍ତମାନ ସେ ଗଣପତି ଫିଲ୍ମର ଲୋକପ୍ରିୟ ଗୀତ ‘ହମ୍ ଆଏ ହେଁ…’ ରେ ଡ୍ୟାନ୍ସ କରି ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଧନଶ୍ରୀଙ୍କ ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ଲକ୍ଷାଧିକ ଲୋକ ଦେଖି ସାରିଛନ୍ତି । ଏହା ଡ୍ୟାନ୍ସଟି ଜୋରଦାର ଭାଇରାଲ ହେବାରେ ଲାଗିଛି । ଆପଣ ଏଠାରେ ଦେଖନ୍ତୁ ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link