Jatra Stage Video: ଯାତ୍ରା ଷ୍ଟେଜକୁ ଚେୟାର ଫିଙ୍ଗିଲେ ଦର୍ଶକ, ଭାଇରାଲ ହେଲା ଭିଡିଓ

Rashmita Sahoo Thu, 26 Sep 2024-9:13 pm,

Jatra Stage Video: ଯାତ୍ରା ଷ୍ଟେଜ ଉପରେ ଘଟୁଥିବା ଘଟଣାବଳୀ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ତେବେ ଗତ ୨ଦିନ ତଳେ ହୋଇଥିବା ଭାଇରାଲ ଭିଡିଓରେ ଯାତ୍ରାମଞ୍ଚକୁ ଚେୟାର ଫିଙ୍ଗୁଥିବା ଦୃଶ୍ୟ ବେଶ୍ ଭାଇରାଲ ହେଉଛି। କେହି କେହି ଏଠାରେ ମଲୋଡିକୁ ବିରୋଧ କରି ଏପରି କରାଯାଇଥିବା କୁହାଯାଉଥିବା ବେଳେ ନାଟକ ଶେଷରେ ଏମିତି କରାଯାଉଥିବା କୁହାଯାଉଛି। ତେବେ ଭିଡିଓଟି କେଉଁ ସ୍ଥାନର କେଉଁ ଗଣନାଟ୍ୟର ତାହା ଜଣାପଡିନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link