Chetan Sharma Sting Video: ନିଜକୁ ଫିଟ୍ ରଖିବା ପାଇଁ ଇଞ୍ଜେକ୍ସନ ନେଇଥାନ୍ତି ଟିମ୍ ଇଣ୍ଡିଆ ଖେଳାଳି
Chetan Sharma Sting Video: ନିଜକୁ ଫିଟ୍ ରଖିବା ପାଇଁ ଇଞ୍ଜେକ୍ସନ ନେଇଥାନ୍ତି ଟିମ୍ ଇଣ୍ଡିଆ ଖେଳାଳି । ଆମ ଜି ମିଡ଼ିଆ ରିପୋର୍ଟର ଖୁଫିଆ କ୍ୟାମେରା ଆଗରେ ଚେତନ ଶର୍ମା କହିଲେ ଭିତିରି କଥା । ଦେଖନ୍ତୁ ଏହି Exclusive Video