Chhattisgarh Viral Video: ରାଗିଯାଇ ୮୦ ଫୁଟ ଉଚ୍ଚ ଟାୱାର ଉପରକୁ ଚଢ଼ିଗଲା ପ୍ରେମିକା, ପ୍ରେମିକ ମଧ୍ୟ ପିଛାକଲା, ଆଉ ତା`ପରେ...

Jagdish Barik Mon, 07 Aug 2023-7:39 pm,

Chhattisgarh Viral Video: ଛତିଶଗଡ଼ର ଗୌରେଲା ପେଣ୍ଡ୍ରା ମାରୱାହି (Gaurela Pendra Marwahi) ଜିଲ୍ଲାରେ ଜଣେ ଝିଅ ନିଜ ପ୍ରେମିକ ଉପରେ ରାଗିଯାଇ ଉଚ୍ଚ ଟେନସନ ପାୱାର ଲାଇନର ୮୦ ଫୁଟ ଉଚ୍ଚ ଟାୱାର (80 feet high tower) ଉପରକୁ ଚଢିଯାଇଥିଲେ । ଯେତେବେଳେ ତାଙ୍କ ପ୍ରେମିକ ତାଙ୍କ ପଛରେ ଟାୱାର ଚଢ଼ିଥିଲେ ସେତେବେଳେ ପରିସ୍ଥିତି ଆହୁରି ଖରାପ ହେଲା । ହାଇ ଟେନସନ ତାରରେ (high-tension power line) ପ୍ରେମି ଯୁଗଳଙ୍କ ଚଢିବାର ଭିଡିଓ କେହି ଜଣେ ବନାଇ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ, ଯାହାର ଭିଡ଼ିଓ ବର୍ତ୍ତମାନ ଜୋରଦାର ଭାଇରାଲ ହେଉଛି । ଦେଖନ୍ତୁ ପୂରା ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link