Ashok Gehlot: ରାଜସ୍ଥାନରେ ବିଜେପିକୁ ବହୁମତ, କ`ଣ କହିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍?

Sun, 03 Dec 2023-6:00 pm,

ରାଜସ୍ଥାନରେ ବିଜେପି ବିପୁଳ ସଂଖ୍ୟାଗରିଷ୍ଠତା ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେହେରାକୁ ନେଇ ଦଳ ଏହି ନିର୍ବାଚନ ଲଢୁଥିଲା । ଦଳ ଏଥର କୌଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଉପସ୍ଥାପନ କରିନଥିଲା। ସେପଟେ ରାଜସ୍ଥାନରେ ସରକାର ଚଳାଇଥିବା କଂଗ୍ରେସ ପଛରେ ପଡ଼ିଛି। ତେବେ ଆସନ୍ତୁ ଜାଣିବା ଏନେଇ କଣ କହିଛନ୍ତି ଅଶୋକ ଗେହଲୋଟ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link