Sura Routray Reaction: `ଗଣତନ୍ତ୍ର ଭାରତ ବର୍ଷରେ ଅଛି ଏହାର ପ୍ରମାଣ ଗତକାଲି ସୁପ୍ରିମକୋର୍ଟ ଦେଇଛନ୍ତି`

Sat, 05 Aug 2023-2:59 pm,

Congress MLA Sura Rout ray Reaction On Rahul Gandhi । ରାହୁଲଙ୍କ ଦଣ୍ଡବିଧାନ ଉପରେ Supreme Court ରୋକ ଲଗାଇବା ପରେ, ପୁଣିଥରେ ରାହୁଲ ଗାନ୍ଧୀଙ୍କ ପାଇଁ ସଂସଦର ଦ୍ୱାର ଖୋଲିବାକୁ ଯାଉଛି । ସୁପ୍ରିମକୋର୍ଟ ରାୟରେ ରାହୁଲଙ୍କୁ ପ୍ରତିନିଧି ବାଛୁଥିବା ଜନତାଙ୍କ ଅଧିକାର କଥା କହିବା ପରେ, ତାଙ୍କ ସଭ୍ୟପଦ ଫେରି ପାଇବେ ବୋଲି କୁହାଯାଉଛି । ଆଉ Rahul Gandhi କେତେଶୀଘ୍ର ସଭ୍ୟପଦ ଫେରିପାଇବେ, Parliament କୁ ଆସିବେ ସେଥିପାଇଁ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ତେଣୁ ଏହାକୁ ନେଇ Congress MLA Sura RoutRay ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link