Shikhar Dhawan: ଗବ୍ବର ଯୁଗର ଅବସାନ, ସନ୍ନ୍ୟାସ ଘୋଷଣା କଲେ କ୍ରିକେଟର ଶିଖର ଧୱନ

Rashmita Sahoo Sat, 24 Aug 2024-8:26 am,

କ୍ରିକେଟ ଜଗତରୁ ବିଦାୟ ନେଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶିଖର ଧୱନ । ଦଳରୁ ଲଗାତାର ବାଦ୍ ପଡ଼ିବା ପରେ ଅବସର ଗୋଷଣା କରିଛନ୍ତି ଭାରତୀୟ ଦଳର ଗବର । ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏକ ଭିଡିଓ ପୋଷ୍ଟ କରି ସେ ନିଜ ଅବସର ସମ୍ପର୍କରେ ଫ୍ୟାନ୍ସମାନଙ୍କୁ ଜଣାଇଛନ୍ତି । ଭାରତୀୟ କ୍ରିକେଟରେ ଷ୍ଟାର ଓପନରଙ୍କ ତାଲିକାରେ ସ୍ଥାନ ପାଇଥିଲେ ଶିଖର । ତେବେ ଲଗାତାର ଟିମ ଇଣ୍ଡିଆରୁ ବାଦ୍ ପଡ଼ିବା ପରେ ବର୍ତ୍ତମାନ କ୍ରିକେଟରୁ ସେ ବିଦାୟ ନେଇଛନ୍ତି । ଦେଖନ୍ତୁ ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link