Cyclone Dana: ଭାଇରାଲ ହେଉଛି ବାତ୍ୟା ପରର ଦୃଶ୍ୟ। ତାଣ୍ଡବ ରଚିଛି ବାତ୍ୟା ଦାନା, ଦେଖନ୍ତୁ ଭିଡିଓ

Prabhudatta Moharana Fri, 25 Oct 2024-8:59 am,

Cyclone Dana: ବିପଦପୂର୍ଣ୍ଣ ସାମୁଦ୍ରିକ ବାତ୍ୟା ‘ଦାନା’ ଓଡ଼ିଶା ଉପକୂଳ ପାର କରିଛି। ରାତି ପ୍ରାୟ ସାଢ଼େ ୧ଟାରୁ ସାଢ଼େ ୩ଟା ଭିତରେ ଏହା ଉତ୍ତର ଓଡ଼ିଶା ଉପକୂଳ ପାର କରି ଉତ୍ତର ପଶ୍ଚିମ ଦିଗରେ ଗତି କରିଛି। ଆକଳନ ଅନୁସାରେ ଏହା ଭିତର କନିକାର ହବଳିଖଟି ନେଚର କ୍ୟାମ୍ପ ଓ ଧାମରା ମଧ୍ୟବର୍ତ୍ତୀ ଅଞ୍ଚଳ ଦେଇ ପାରିତ ହୋଇଛି। ସ୍ଥଳଭାଗ ଛୁଇଁବା ସମୟରେ ବାତ୍ୟାର ବେଗ ଘଣ୍ଠାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିଥିଲା। ଯାହା ସ୍ଥଳ ବିଶେଷରେ ୧୨୦ କିଲାମିଟରରେ ମଧ୍ୟ ପହଞ୍ଚିଥିଲା। ଏବେ ବାତ୍ୟା ପ୍ରଭାବରୁ ଓଡ଼ିଶା ସମ୍ପୂର୍ଣ୍ଣ ମୁକ୍ତ ହୋଇଛି ଅର୍ଥାତ ଆଉ ବିପଦ ନଥିବା ଜଣାପଡ଼ିଛି। କିନ୍ତୁ ଆଜି ଦିନସାରା ବର୍ଷା ଲାଗି ରହିବ ବୋଲି କୁହାଯାଇଛି।  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link