Cyclone Dana: ଲ୍ୟାଣ୍ଡଫଲ ବେଳେ କେମିତି ଥିଲା ଦାନାର ପ୍ରଭାବ, ଭାଇରାଲ ହେଲା ଭିଡିଓ

Rashmita Sahoo Fri, 25 Oct 2024-6:13 pm,

Cyclone Dana: ଲ୍ୟାଣ୍ଡଫଲ ବେଳେ କେମିତି ଥିଲା ଦାନାର ପ୍ରଭାବ, ଭାଇରାଲ ହେଉଛି ଏକ ଭିଡିଓ। ଦୁର୍ବଳ ହେଲା ଭୀଷଣ ବାତ୍ୟା ‘ଦାନା’ । ଦୁର୍ବଳ ହୋଇ ଏବେ ଘୂର୍ଣ୍ଣିଝଡ଼ରେ ହେଲା ପରିଣତ । ଆଗାମୀ ୬ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ । ଗତ ରାତିରୁ ଆରମ୍ଭ ହୋଇଥିବା ଲ୍ୟାଣ୍ଡଫଲ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି । ବର୍ତ୍ତମାନ ବାତ୍ୟା ଉତ୍ତର ଉପକୂଳରୁ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଅର୍ଥାତ ଧାମରା ଟପି ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ୫୦ କି.ମି. ଅତିକ୍ରମ କରିସାରିଲାଣି ଦାନା । ଗତ ୬ ଘଣ୍ଟା ଧରି ଦୁର୍ବଳ ‘ଦାନା’ ଘଣ୍ଟାପ୍ରତି ୧୦ କି.ମି. ବେଗରେ ଗତି କରୁଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link