Garba Viral Video: ପାଣି ଭିତରେ ବୁଡି `ଗରୱା` କଲେ ଏହି ବ୍ୟକ୍ତି, ଭିଡିଓ ଦେଖି ଚକିତ ହେବେ ଆପଣ

Jagdish Barik Fri, 20 Oct 2023-5:55 pm,

Garba Viral Dance Video: ସମଗ୍ର ଭାରତରେ ନବରାତ୍ରୀ ପର୍ବ ପାଳନ କରାଯାଏ । ଏହି ଅବସରରେ ପ୍ରତିଦିନ ବିଭିନ୍ନ ସ୍ଥାନରେ ଗରୱା ନୃତ୍ୟ ମଧ୍ୟ ଦେଖାଯାଏ । ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରେ, ଗାରୱା ନୃତ୍ୟ ପାଣି ଭିତରେ ଦେଖିବାକୁ ମିଳୁଛି । ଦେଖନ୍ତୁ ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link