ଦିଲ୍ଲୀରେ ତାସ୍ ପତା ପରି ହଠାତ୍ ଭୁଶୁଡି ପଡିଲା ୫ ମହଲା ଘର, କାନ୍ଦବୋବାଳୀ ଛାଡିଲେ ଲୋକେ, ଦେଖନ୍ତୁ ଭିଡିଓ

Jagdish Barik Thu, 09 Mar 2023-1:26 am,

Building Collapsed video: ଦିଲ୍ଲୀରେ ସେତେବେଳେ ଦୌଡ଼ାଦୌଡ଼ି ଦେଖିବାକୁ ମିଳିଥିଲା, ଯେତେବେଳେ ୫ ମହଲା କୋଠା ହଠାତ୍ ଭୁଶୁଡି ପଡିଥିଲା । ଏହି ଘଟଣା ସହ ଜଡିତ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ବିଲଡିଂଟି କିପରି ଭୂମିରେ ଭୁଶୁଡି ପଡିଲା, ତାହାକୁ ଆପଣ ଏହି ଭିଡିଓରେ ସ୍ପଷ୍ଟ ଭାବରେ ଦେଖିପାରିବେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link