Subhadra Scheme: ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍ ଦେଲେ ଉପମୁଖ୍ୟମନ୍ତ୍ରୀ, ଆପଣ ଜାଣିବା ଜରୁରୀ...

Rashmita Sahoo Sat, 07 Sep 2024-5:39 pm,

Subhadra Scheme: ସାରା ରାଜ୍ୟରେ ମହିଳା ବିକାଶ ଅଭିମୁଖୀ ‘ସୁଭଦ୍ରା’ ଯୋଜନାକୁ ନେଇ ଖୁବ ଚର୍ଚ୍ଚା ଜାରି ରହିଛି । ରାଜ୍ୟର ପ୍ରତ୍ୟେକ ମହିଳା(୨୧ ରୁ ୬୦ ବର୍ଷ)ଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ରାଜ୍ୟ ସରକାର । ଏବେ ଆଉ ଏକ ବଡ଼ ଘୋଷଣା କରାଯାଇଛି । ରାଜ୍ୟ ବାହାରେ ରହୁଥିବା ଓଡ଼ିଶାର ସମସ୍ତ ମହିଳାଙ୍କୁ ମଧ୍ୟ ସୁଦ୍ରା ଯୋଜନାରେ ସାମିଲ କରାଯିବ ବୋଲି ଘୋଷଣଶା ହୋଇଛି । ପୂର୍ବରୁ ଓଡ଼ିଶାର ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନାରେ ଟଙ୍କା ମିଳିପାରିବ ବୋଲି ଘୋଷଣା କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରା ଯୋଜନାକୁ ନେଇ ବର୍ତ୍ତମାନ ଆଉ ଏକ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link