Dhamnagar MLA: କାଉଡିଆଙ୍କ ପାଦ ଧୋଇ ସେବା କଲେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ

Mon, 24 Jul 2023-2:47 pm,

Dhamnagar MLA Suryabanshi Suraj Washes Feet Of Kaudia's At Akhandalamani Peetha । ଭଦ୍ରକ ଜିଲ୍ଲା ବାବା ଆଖଣ୍ଡଳମଣିଙ୍କ ପୀଠରେ ଆସନ୍ତା କାଲି ତୃତୀୟା ପାଳିରେ ବାବା ଆଖଣ୍ଡଳମଣି ପୀଠର ଜଳ ଲାଗି କରିବେ କାଉଡ଼ିଆ । ସେପଟେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ୍ ଭଦ୍ରକ ଆଖଣ୍ଡଳମଣି ରାସ୍ତା ହଜାର ହଜାର କାଉଡ଼ିଆ ମାନେ ଯାଇଥିବା ବେଳେ କୋଠାର ଛକରେ ଏକ ସେବାକେନ୍ଦ୍ର ରେ କାଉଡ଼ିଆ ମାନଙ୍କର ପାଦ ଧରି ସେବା କରୁଥିବା ଦେଖିବାକୁ ମିଳିଛି ଧାମନଗର ବିଧାୟକ। ଦେଖନ୍ତୁ ଏହି ସୁନ୍ଦର ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link