VIDEO: ଆଇପିଏଲ୍ ପୂର୍ବରୁ ରକଷ୍ଟାର ବନିଲେ ଧୋନି! ବଜାଇଲେ ଗୀଟାର, ନାଚିଲେ ଚହର-ଗାଇକୱାଡ୍

Jagdish Barik Wed, 15 Mar 2023-9:25 pm,

MS Dhoni Playing Guitar Video: ଧୋନିଙ୍କ ଫ୍ରାଞ୍ଚାଇଜ୍ ଚେନ୍ନାଇ ନିଜ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛି । ଏହି ଭିଡିଓରେ ଧୋନି ରକଷ୍ଟାର ଷ୍ଟାଇଲରେ ନଜର ଆସିଛନ୍ତି । ଧୋନି ନିଜ ହାତରେ ଏକ ଗିଟାର ଧରିଛନ୍ତି ଓ ସେ ଗିଟାର ବଜାଉଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link