Viral Video: କୁକୁର ଓ ମାଙ୍କଡ଼ ମଧ୍ୟରେ ଘମାଘୋଟ ଲଢେଇ, ଲହୁଲୁହାଣ ହୋଇ ଦୌଡ଼ିଲା ମାଙ୍କଡ଼; ଦେଖିବାକୁ ଲୋକଙ୍କ ଭିଡ

Prabhudatta Moharana Thu, 17 Oct 2024-2:33 pm,

ବଡ଼ ଅଜବ ଗଜବ ଭାଇରାଲ ଭିଡିଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବାର ଦେଖିବାକୁ ମିଳିଥାଏ। ତେବେ ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ନିଆଁ ଭଳି ବ୍ୟାପିବାରେ ଲାଗିଛି। ଭାଇରାଲ ହେଉଥିବା ଏହି ଭିଡିଓରେ କୁକୁର ଓ ମାଙ୍କଡ଼ ମଧ୍ୟରେ ଘମାଘୋଟ ଲଢେଇ ହେଉଥିବା ଦେଖିବାକୁ ମିଳିଛି। ଦେଖନ୍ତୁ ଏହି ଭିଡିଓ...  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link