ଭିମସାର ଡାକ୍ତର ରାମଚନ୍ଦାନୀ କହିଲେ ସ୍କ୍ରବ ଟାଇଫସରୁ କେମିତି ରକ୍ଷା ପାଇବେ, ଦେଖନ୍ତୁ ଭିଡିଓ
ଏବେ ପଶ୍ଚିମ ଓଡିଶାରେ ସ୍କ୍ରବ ଟାଇଫସ ବ୍ୟାପିବାରେ ଲାଗିଛି। ଏହାକୁ ନେଇ ପଶ୍ଚିମ ଓଡିଶା ବାସୀ ଭୟଭୀତ ରହିଛନ୍ତି। ତେବେ ଏହାକୁ ନେଇ କଣ କହିଲେ ଡାକ୍ତର ରାମଚନ୍ଦାନୀ। ଶୁଣନ୍ତୁ କଣ କହୁଛନ୍ତି ଡାକ୍ତର ରାମଚନ୍ଦାନୀ...