Viral Video: ଚଳନ୍ତା ଟ୍ରେନରେ ବୃଦ୍ଧ ଜଣକ କଲେ ଏପରି ବିପଜ୍ଜନକ ଷ୍ଟଣ୍ଟ, ଭିଡିଓ ଦେଖି କ୍ରୋଧିତ ହେଉଛନ୍ତି ଲୋକେ!

Jagdish Barik Oct 13, 2024, 22:40 PM IST

Viral Stunt Video: ଭିଡିଓରେ ଦେଖିବାକୁ ମିଳେ ଯେ ଟ୍ରେନର ଫାଟକ ନିକଟରେ ଜଣେ ବୃଦ୍ଧ ଠିଆ ହୋଇଛନ୍ତି। ଟ୍ରେନ୍ ଦ୍ରୁତ ବେଗରେ ଗତି କରୁଛି କିନ୍ତୁ ଏହି ସମୟରେ ବୃଦ୍ଧ ଜଣକ ଟ୍ରେନର ଦ୍ୱାରରେ ଷ୍ଟଣ୍ଟ କରିବା ଆରମ୍ଭ କରନ୍ତି। ଭିଡିଓରେ ବୃଦ୍ଧ ଜଣକ ଚଳନ୍ତା ଟ୍ରେନର ହ୍ୟାଣ୍ଡେଲ ଧରି ଷ୍ଟଣ୍ଟ କରନ୍ତି ଏବଂ ବେଳେବେଳେ ସେ ଟ୍ରେନରୁ ଝୁଲି ରହିଥାନ୍ତି। ଏହି ମାରାତ୍ମକ ଷ୍ଟଣ୍ଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link