Elina Expression Video: ଆଇଟମ ସଙ୍ଗ୍ ଧୂଳିଆ ଜନ୍ଦାରେ ମସ୍ତ ଏକ୍ସପ୍ରେସନ ଦେଲେ ଏକ୍ସପ୍ରେସନ କୁଇନ୍ ଏଲିନା

ରଶ୍ମିତା ସାହୁ Mon, 02 Oct 2023-12:35 pm,

ପରଦାରେ ରିଲିଜ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଫିଲ୍ମ ମାଲ୍ୟଗିରି । ଏହି ଫିଲ୍ମରେ ନଜର ଆସିବେ ବାବୁସାନ ମହାନ୍ତି, ଅମ୍ଳାନ ଦାସ ଏବଂ ଏମାନଙ୍କ ସହ ସ୍କ୍ରିନ ସେୟାର କରିବେ ଶିବାନୀ ଓ ସୂର୍ଯ୍ୟମୟୀ । ହେଲେ ଏଥିରେ ଆଇଟମ ସଙ୍ଗରେ ଏଣ୍ଟ୍ରି କରିଛନ୍ତି ଚୁଲୁବୁଲି ନାୟିକା ଏଲିନା ସାମନ୍ତରାୟ । ଧୂଳିଆ ଜନ୍ଦା ଗୀତରେ ମସ୍ତ ଏକ୍ସପ୍ରେସନ ଦେଇଛନ୍ତି ଏଲିନା ସାମନ୍ତରାୟ । ଆପଣ ବି ଦେଖନ୍ତୁ ଏହି ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link