Elina Samantray: ଅଭିନେତ୍ରୀ ଏଲିନାଙ୍କ ଏହି ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ହେଉଛି ଭାଇରାଲ୍, ଆପଣ ଦେଖିଛନ୍ତି କି?

Narmada Behera Fri, 13 Sep 2024-11:18 am,

Elina Samantray: ଓଡି଼ଆ ଅଭିନେତ୍ରୀ ଏଲିନା ସାମନ୍ତରାୟ । 'କିଏ ହେବ ମୋ ହିରୋଇନ୍ ' ରିୟଲିଟି ସୋ ରୁ ବିଜୟିନୀ ହୋଇଥିଲେ। ଆଉ 'ଇସ୍କ ତୁ ହି ତୁ' ଫିଲ୍ମରେ ଡେବ୍ୟୁ କରିଥିଲେ। ଏହାପରେ ସେ ଓଲିଉଡରୁ ଏକାଧିକ ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ତେବେ, ଏହାରି ଭିତରେ ଏଲିନାଙ୍କ ଆଉ ଏକ  ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଦେଖନ୍ତୁ ଏହି ଭିଡିଓ...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link