Elina Samantray Viral Video: ବିବାହ ପରେ ପୁଣି ଥରେ କାହା ପ୍ରେମରେ ପଡି଼ଲେ ଅଭିନେତ୍ରୀ ଏଲିନା, ଦେଖନ୍ତୁ ଏହି ଭିଡିଓ

Narmada Behera Jan 30, 2025, 10:47 AM IST

Elina Samantray Viral Video: ଓଡି଼ଆ ଅଭିନେତ୍ରୀ ଏଲିନା ସାମନ୍ତରାୟ। ଏକାଧିକ ଫିଲ୍ମ ରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ତେବେ, ନିକଟରେ ସେ ନିଜ ପ୍ରେମିକ ଅନୁରାଗ ପଣ୍ତାଙ୍କୁ ବିବାହ କରିଛନ୍ତି। ତେବେ, ଏହାରି ଭିତରେ ତାଙ୍କର ଆଉ ଏକ ଭିଡିଓ ପୁଣି ଥରେ ଭାଇରାଲ୍ ହେବାରେ ଲାଗିଛି। ଦେଖନ୍ତୁ... ALSO READ: ଯାତ୍ରା ମଞ୍ଚ ନୁହେଁ, ଜଙ୍ଗଲରୁ ଭାଇରାଲ୍ ହେଲା ଆଇଟମ୍ ଗାର୍ଲ ମିଷ୍ଟିଙ୍କ ଏହି ଭିଡିଓ, ଦେଖନ୍ତୁ ALSO READ:  ବିବାହ ବନ୍ଧନରେ ବାନ୍ଧି ହେଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତା ! ଭିଡିଓ ଭାଇରାଲ୍

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link