Group Dance Video: `ରାଗିଛ କି ବାପା ତମେ`ଗୀତରେ ଯୁବକଙ୍କ ଗ୍ରୁପ ଡ୍ୟାନ୍ସ, ଆଖିରେ ଆଣିଦେବ ଲୁହ

Rashmita Sahoo Sun, 22 Sep 2024-12:52 pm,

ଗୋଟେ ପିଲାକୁ ମଣିଷ କରିବାକୁ କେବଳ ମା ନୁହେଁ ବାପା ବି କେତେ କଷ୍ଟ ସହିଥାନ୍ତି । ହେଲେ ବାପା କେବେବି ନିଜ କଷ୍ଟକୁ ପରିବାର ଆଗରେ ବଖାଣନ୍ତିନି। ଏମିତି ଏକ କନସେପ୍ଟକୁ ନେଇ ଏକ ଗ୍ରୁପ ଡ୍ୟାନ୍ସ ର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଗୀତଟି ଥିଲା ରାଗିଛ କି ବାପା ତମେ। ଏହି ଗୀତରେ ଚମତ୍କାର ଡ୍ୟାନ୍ସ କରିଛନ୍ତି ଗ୍ରୁପ । ଆଉ ଏହି ଡ୍ୟାନ୍ସ ଦେଖିଲା ପରେ ସେଠାରେ ଥିବା ଦର୍ଶକ ଭୋ ଭୋ ହୋଇ କାନ୍ଦି ଉଠିଥିଲେ। ଆପଣ ବି ଏହି ଭିଡିଓ ଦେଖନ୍ତୁ, ଆଖିରେ ଲୁହ ଅଟକେଇ ରଖିପାରିବେ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link