Fake Garlic: ବଜାରରେ ସିମେଣ୍ଟରେ ତିଆରି ରସୁଣ ହେଉଛି ଭାଇରାଲ, ଦେଖନ୍ତୁ ଭିଡିଓ

Rashmita Sahoo Mon, 19 Aug 2024-3:39 pm,

ମହାରାଷ୍ଟ୍ରର ଅକୋଲା ଜିଲ୍ଲାରେ ମିଳିଥିବା ସିମେଣ୍ଟରେ ତିଆରି ନକଲି ରସୁଣର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ରସୁଣ ଚୋପାକୁ ଛଡାଉଛନ୍ତି ଏବଂ ଏହା ଭିତରୁ ସିମେଣ୍ଟରେ ତିଆରି ହୋଇଥିବା ଦେଖିବାକୁ ମିଳିଛି। ରସୁଣ ଭାରି ଏବଂ କଠିନ ଦେଖାଯାଉଛି । ସାରା ଦେଶରେ ରସୁଣ ଦର ଏବେ ଆକାଶଛୁଆଁ ହେବାରେ ଲାଗିଛି । ସେପଟେ ମହାରାଷ୍ଟ୍ରର ଅକୋଲାରେ କିଛି ଭେଜାଲ ବେପାରୀ ସିମେଣ୍ଟରେ ତିଆରି ନକଲି ରସୁଣ ବିକ୍ରି କରି ନାଗରିକଙ୍କୁ ଠକିଥିବା ର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଦେଖନ୍ତୁ ଭିଡିଓ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link