Aseema Panda Video: ରୋମାଣ୍ଟିକ୍ ଅନ୍ଦାଜରେ `ତମେ ଯଦି ଗଢିଦିଅ` ଗୀତରେ ରିଲ୍ସ କଲେ ଅସୀମା

ରଶ୍ମିତା ସାହୁ Thu, 02 Nov 2023-7:13 pm,

ଫିଲ୍ମ କଟକ ଶେଷରୁ ଆରମ୍ଭ ଫିଲ୍ମରେ ରହିଛି ଏକ ସୁନ୍ଦର ଗୀତ । ପୁରୁଣା ଗୀତ 'ତମେ ଯଦି ଗଢିଦିଅ' ଗୀତକୁ ଖୁବ ସୁନ୍ଦର ଭାବେ ଗାଇଛନ୍ତି ଗାୟିକା ଅସୀମା ପଣ୍ଡା । ରୋମାଣ୍ଟିକ୍ ଅନ୍ଦାଜ୍ ରେ ପୁଣିଥରେ ସେହି ଗୀତରେ ରିଲ୍ସ କଲେ ଅସୀମା ପଣ୍ଡା। ଛାତ ଉପରେ ଏହି ଭିଡିଓ ସୁଟ୍ କରିଛନ୍ତି ଅସୀମା ପଣ୍ଡା । ଏହି ଭିଡିଓଟି ସେ ନିଜ ଇନଷ୍ଟା ଗ୍ରାମ ପେଜ୍ ରେ ସେୟାର କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link