ରାତି ଅଧରେ କ୍ଷେତରେ ଡିଜେ ବଜାଇ କୃଷକମାନେ କଲେ ଏହି କାମ, ଆପଣ ଭିଡିଓ ଦେଖି କରିପାରିବେନି ବିଶ୍ୱାସ!

Jagdish Barik Wed, 12 Apr 2023-4:27 pm,

Farmer Viral Video: କୃଷକମାନଙ୍କ ସହ ଜଡିତ ଏକ ଭିଡିଓ ଇଣ୍ଟରନେଟରେ ବର୍ତ୍ତମାନ ଜୋରଦାର ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ କିଛି କୃଷକ କ୍ଷେତରେ ଗହମ ଫସଲ ଅମଳ କରୁଥିବା ଦେଖିବାକୁ ମିଳିଛି । ଗହମ ଫସଲ ଅମଳ ସମୟରେ ନିଜର କ୍ଲାନ୍ତକୁ ଲାଘବ କରିବାପାଇଁ ନିଜ କ୍ଷେତରେ ଡିଜେ ବଜାଉଥିବା ନଜର ଆସୁଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link