Filmfare Awards 2024: ଆଲିଆ-ରଣବୀର ପାଇଲେ ଶ୍ରେଷ୍ଠ ଅଭିନେତ୍ରୀ ଓ ଅଭିନେତା ଆୱାର୍ଡ

Mon, 29 Jan 2024-7:26 pm,

୬୯ତମ ଫିଲ୍ମଫେୟାର ଆୱାର୍ଡ ସେରିମୋନି ଶେଷ ହୋଇଛି। ଗୁଜୁରାଟରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ସାମିଲ ହୋଇଛନ୍ତି ବହୁ ବହୁ ବଲିଉଡ ସେଲିବ୍ରିଟି । ତେବେ ଚଳିତ ବର୍ଷ ରଣବୀର କପୁର ଓ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତା ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ବିବେଚିତ ହୋଇଛନ୍ତି। ଅଭିନେତ୍ରୀ ଆଲିଆ ଭଟ୍ଟ ‘ରକି ଔର ରାନୀ କି ପ୍ରେମ କାହାନୀ’ ସିନେମା ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଗ୍ରହଣ କରିଥିବା ବେଳେ ତାଙ୍କ ସ୍ୱାମୀ ତଥା ଅଭିନେତା ରଣବୀର କପୁର ‘ଆନିମଲ୍‌’ରେ ତାଙ୍କର ଚମତ୍କାର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ସିନେମା ଓ କେଉଁ କଳାକାରମାନଙ୍କୁ ଶ୍ରେଷ୍ଠ ଭାବେ ବିବେଚନା କରାଯାଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link