Flag March: ନିର୍ବାଚନ ପୂର୍ବରୁ ଭଦ୍ରକରେ BSF ଫୋର୍ସ ପକ୍ଷରୁ ସହରରେ ଫ୍ଲାଗ ମାର୍ଚ୍ଚ

Mon, 11 Mar 2024-3:26 pm,

ଆସନ୍ତା 2024 ନିର୍ବାଚନ ପୂର୍ବରୁ ଭଦ୍ରକ ରେ ବିଏସଏଫ ଫୋର୍ସ ପକ୍ଷରୁ ସହର ରେ ଫ୍ଲାଗ ମାର୍ଚ୍ଚ. ନିର୍ବାଚନ ରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହ ଭୟଭୀତ ନହୋଇ କିଭଳି ମତଦାନ ହେବ ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ବନ୍ତ ଛକ ନିକଟରୁ ଭଦ୍ରକ ପୋଲିସ ଓ ଏକ କମ୍ପାନୀ ବଡର ସିକୁରିଟି ଫୋର୍ସ ପକ୍ଷରୁ ଭଦ୍ରକ ସହର ରେ କରା ଯାଇଛି ଫ୍ଲାଗମାର୍ଚ୍ଚ.

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link