Ganesh Puja 2024: ଗଣେଶ ପୂଜାରେ ଟି-୨୦ ବିଶ୍ୱକପର ମଜା! ରୋହିତ ଶର୍ମାଙ୍କୁ ଟ୍ରଫି ଦେଲେ ଗଣପତି ବାପ୍ପା, ଦେଖନ୍ତୁ ଭିଡିଓ

Jagdish Barik Fri, 06 Sep 2024-4:54 pm,

Ganpati Bappa Giving Trophy to Rohit Sharma Video: ଗଣେଶ ପୂଜାକୁ ନେଇ ଏକ ମଜାଦାର ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ନଜର ଆସୁଛି ଯେ ଗଣପତି ବାପ୍ପାଙ୍କ ପ୍ରତିମା ଭାରତୀୟ ଜାତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ବିଶ୍ୱକପ ଟ୍ରଫି ଦେଉଛନ୍ତି। ଏହି ଭିଡିଓରେ ବାପ୍ପାଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ଜୀବନ୍ତ ଦୃଶ୍ୟ ଦେଖିବାକୁ ମିଳେ, ଯେଉଁଠାରେ ରୋହିତ ଶର୍ମା ଟ୍ରଫିକୁ ସମ୍ମାନର ସହ ଗ୍ରହଣ କରୁଥିବାର ନଜର ଆସିଛନ୍ତି। ଏହି ଅନନ୍ୟ ଦୃଶ୍ୟ କେବଳ କ୍ରିକେଟ୍ ପ୍ରଶଂସକ ନୁହଁନ୍ତି ଗଣପତି ଭକ୍ତଙ୍କୁ ମଧ୍ୟ ଆକର୍ଷିତ କରିଛି। ଏହି ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି ଓ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଆପଣ ମଧ୍ୟ ଦେଖନ୍ତୁ ଏହି ଭଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link