Israel Hamas War: ଇସ୍ରାଏଲର ଚେତାବନୀ ପରେ ବାଧ୍ୟ ହୋଇ ଘର ଛାଡି ପଳାଇଯାଉଛନ୍ତି ଗାଜାର ଲୋକେ, ଦେଖନ୍ତୁ ଭିଡିଓ

Jagdish Barik Fri, 13 Oct 2023-11:04 pm,

Gaza Viral Video: ଗାଜରେ ଲୁଚି ରହିଥିବା ହାମାସ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ଇସ୍ରାଏଲର ଆକ୍ରମଣ ତଥା ଚେତାବନୀ ମଧ୍ୟରେ ସେଠାକାର ଲୋକମାନେ ଘର ଛାଡି ପଳାଉଛନ୍ତି । ଲୋକ ମାନେ ନଜ ଗାଡିରେ ଲଗେଜ୍ ଲୋଡ୍ କରି ସେଠାରୁ ପଳାଇବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଦେଖନ୍ତୁ ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link