Girl Student Dance: କଲେଜ ଫ୍ରେସର ପାର୍ଟିରେ ଏମିତି ନାଚିଲେ ଯୁବତୀ, ସିନିୟର କହିଲେ...

Rashmita Sahoo Mon, 02 Sep 2024-2:39 pm,

ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ଡିୟୁ) ୨୦୨୪-୨୫ ଶିକ୍ଷାବର୍ଷର ଶୁଭାରମ୍ଭ କରିବା ସହ ଗୁରୁବାର ପ୍ରଥମ ଥର ପାଇଁ କ୍ୟାମ୍ପସରେ ନୂତନ ସ୍ନାତକୋତ୍ତର ଛାତ୍ରଛାତ୍ରୀ ପହଞ୍ଚିଛନ୍ତି। ବିଶ୍ୱବିଦ୍ୟାଳୟର ୬୯ଟି କଲେଜକୁ ହଜାର ହଜାର ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ପହଞ୍ଚିବା ପରେ ନର୍ଥ କ୍ୟାମ୍ପସ୍ ଉତ୍ସାହରେ ଭରି ଯାଇଥିଲା। ଏହି ପ୍ରୟାସ ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସହାୟକ ବାତାବରଣ ସୃଷ୍ଟି କରିବା ପାଇଁ ଡିୟୁର ପ୍ରତିବଦ୍ଧତାର ଏକ ଅଂଶ ଥିଲା । ଆଉ ଏତିକି ବେଳେ ଫ୍ରେସର ପାର୍ଟିରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ତେବେ ଜୁନିୟର ଛାତ୍ରୀ ଜଣକ ଏମିତି ନାଚିଲେ ଯେ ସେହି ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link