ଦୁଇ ଛାତ୍ରୀ ବିଦ୍ୟାଳୟ ଭିତରେ କଲେ WWE ପରି ଲେଢ଼େଇ, ପରସ୍ପରର ଚୁଟିକି ଧରି ଗଡ଼ାପଡ଼ା, ଭିଡିଓ ଭାଇରାଲ୍

Jagdish Barik Mon, 11 Dec 2023-9:07 pm,

School Girls Viral Video: ଭିଡିଓରେ ଦୁଇଜଣ ସ୍କୁଲ ଛାତ୍ରୀ ପରସ୍ପର ସହ ଜୋରଦାର ଲଢେଇ କରୁଥିବା ଦେଖିବାକୁ ମିଳୁଛି । ଭାଇରାଲ୍ ହେଉଥିବା ଏହି ଭିଡିଓ ଉପରେ ସୋସିଆଲ ମିଡିଆ ୟୁଜର ମାନେ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି । ଏହି ଭିଡିଓଟି ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି । ଦେଖନ୍ତୁ ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link